Best 20+Utkal Divas Images|Utkal Divas 2025

()

Utkal Divas Images: Hello, friends. Welcome to odiaquotes.com . If you are searching Google for “Utkala Divas,” “Utkala Divas Images,” “Odisha day,” “Odisha foundation day,” “Odisha day Odia,” or “odia utkala dibasa image,” then believe me, you are browsing the right Post. Let’s look at those Janmashtami Images written below, and don’t forget to share them with your friends on WhatsApp and Facebook.

Utkal Divas Images

odisha day
odisha day
odisha foundation day
Utkal Divas Images

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

odisha day odia
odisha day odia Photo

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

odisha formation day
odisha formation day wish

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

utkal day
utkal day

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

utkal divas
utkal divas

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

utkal divas 2025
utkal divas 2025

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

april 1 utkal divas
april 1 utkal divas

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

Utkal Divas Images
utkal dibasa image

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

utkal divas in odia
utkal divas

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

utkal divas odia
utkal divas odia

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

odia utkala dibasa image
Utkal Divas Images

ଉତ୍କଳ ଦିବସର ହାର୍ଦିକ ଓଡିଶାବାସୀଙ୍କୁ ଅଭିନନ୍ଦନ |

ଉତ୍କଳ ଦିବସ କାହିଁକି ପାଳନ କରାଯାଏ ?Why do we celebrate Utkal Divas ?

ଉତ୍କଳ ଦିବସ । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ।
ଅପ୍ରେଲ 1 ରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ 1936 ମସିହା ଅପ୍ରେଲ 1 ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।
ଅପ୍ରେଲ 1 ରେ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟାତା ପାଇଥିଲା । ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ ।
ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା 6 ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ରାଜ୍ୟର ରାଜଧାନୀ ଥିଲା କଟକ ।
1936 ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ , ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧିନରେ ଥିଲା । କିନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକିର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ପରି ବୀର ପୁତ୍ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସଘଂର୍ଷ କରିଥିଲେ । ଏହି ବୀର ପୁତ୍ରଙ୍କ ସଘଂର୍ଷରେ 1903 ରେ ପ୍ରଥମେ ଗଠନ ହୋଇଥିଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ 1936 ମସିହା ଅପ୍ରେଲ 1 ରେ ଗଠନ ହେଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ।

How Much You Like the Post ?

Please give a Rate to Show your Love

Average rating / 5. Vote count:

No votes so far! Be the first to rate this post.